ସନ୍ଧୁକ୍ଷିତ Sandhukshita

  • ସଂ. ବିଣ (ସମ୍+ଧୁକ୍ଷ୍ ଧାତୁ=ଜଳାଇବା+କର୍ମ. ତ) ପ୍ରଜ୍ୱାଳିତ — Kindled
  • ସଂ. ବିଣ (ସମ୍+ଧୁକ୍ଷ୍ ଧାତୁ=ଜଳାଇବା+କର୍ମ. ତ) ତେଜା ଯାଉଥିବା; ଉତ୍ତେଜିତ — Trimmed (fire)