ସନ୍ଧିଳା Sandhiḻā

  • ସଂ. ବି (ସନ୍ଧି+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ସୁଡ଼ଙ୍ଗ — A tunnel
  • ସଂ. ବି (ସନ୍ଧି+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ସିନ୍ଧି ଗାତ — A hole made by house-breakers
  • ସଂ. ବି (ସନ୍ଧି+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନଦୀ — River
  • ସଂ. ବି (ସନ୍ଧି+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — (+ଅଧି. ଅ) ମଦିରା — Wine; spirituous liquor