ସନ୍ଧ୍ୟା ଆଳତି Sandhyā āḻati

  • ଦେ. ବି (ସଂ. ସନ୍ଧ୍ୟା+ଆରାତ୍ରିକ) — ସାୟଂକାଳରେ ଦେବତାଙ୍କ ନିକଟରେ ପ୍ରଜ୍ଜ୍ୱାଳିତ ବର୍ତ୍ତୀ ଦ୍ୱାରା ନୀରାଜନା — Evening service of a Deity accompanied by the waving of lighted wicks before It