ସଂସକ୍ତ Saṁsakta

  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ସଂଲଗ୍ନ; ଲାଗି ଯାଇଥିବା — Attached to, adhered; stuck together
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ସନ୍ନିକଟବର୍ତ୍ତୀ — Adjoining; contiguous, near
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ସଂସୃଷ୍ଟ; ସଂପୃକ୍ତ; ପରସ୍ପର ସଙ୍ଗେ ମିଳିତ — Combined with; united to; joined or linked together
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ଆସକ୍ତ — Devoted to; enamoured of
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ସମନ୍ତାତ୍ ବିସ୍ତୃତ — Spread on all sides
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ଗୋଲେଇ ହୋଇ ମିଶି ଯାଇଥିବା — Blended, mingled; confused (Apte)
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — (ଅମୁକ) ବିଶିଷ୍ଟ; ଯୁକ୍ତ — Having; endowed with; possessed of (Apte)
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ନିରୁଦ୍ଧ — Restrained (Apte)
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ଅମୁକ କାର୍ଯ୍ୟପାଇଁ କୃତସଂକଳ୍ପ — Intent on; bent on (Apte)
  • ସଂ. ବିଣ. (ସମ୍+ସନଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ବଦ୍ଧ; ବନ୍ଧା ହୋଇଥିବା — Fastened (Apte)