ସଂଶ୍ଳେଷଣ Saṁṡḻeshaṇa

  • ସଂ. ବି. (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ) — ଆଲିଙ୍ଗନ କରିବା — Embracing
  • ସଂ. ବି. (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ) — ପରସ୍ପର ସଙ୍ଗେ ଚାପିବା — Pressing together
  • ସଂ. ବି. (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ) — (+କରଣ. ଅନ) ବନ୍ଧନସାଧନ; ଯାହା ଦ୍ୱାରା ଏକାଧିକ ବସ୍ତୁକୁ ଏକତ୍ର ବନ୍ଧାଯାଏ — Means of binding together (Apte)
  • ସଂ. ବି. (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ) — ସମ୍ପର୍କ — Connection
  • ସଂ. ବି. (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ) — ବାନ୍ଧୁଣି — Bond; tie (Apte)