ସଂସରା Saṁsarā

  • ପ୍ରାଦେ. (ଯାଜପୁର) ବିଣ. — ସର୍ବଦା ସଁ ସଁ ହେଉଥିବା (ବଳଦ) — (A bullock) Which is always breathing with a hissing sound
  • ପ୍ରାଦେ. (ଯାଜପୁର) ବିଣ. — [ଉ-ସଂସରା ବଳଦ]