ସଂସଦ୍ Saṁsad

  • ସଂ. ବି.—(ସମ୍+ସଦ୍ଧାତୁ=ଗମନ କରିବା+ଅଧିକରଣ. କ୍ୱିପ୍) — ସଭା; ସମାଜ; ଏକତ୍ର ବସିବା — Association; assembly; meeting; congregation; society
  • ସଂ. ବି.—(ସମ୍+ସଦ୍ଧାତୁ=ଗମନ କରିବା+ଅଧିକରଣ. କ୍ୱିପ୍) — ଧର୍ମାଧିକରଣ; ବିଚାରାଳୟ — A court of justice (Apte)