ସଂସର୍ଗ Saṁsarga
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ସଂପର୍କ; ସଂବନ୍ଧ — Connection; relationship
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) କୌଣସି ବ୍ଯକ୍ତି ସଙ୍ଗେ ଘନିଷ୍ଠ ଭାବରେ ବସଉଠ କରିବା — Keeping company with anybody; familiar intercourse; familiarity
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ଏକତ୍ର ବାସ; ଏକତ୍ର ଅବସ୍ଥାନ — Association; living together; co-existence
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ମୈଥୁନ; ଅଭିଗମନ; ସହବାସ — Sexual intercourse; cohabitation; copulation
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ସଙ୍ଗ — Company
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ପରସ୍ପର ସଙ୍ଗେ ମିଶ୍ରଣ; ମିଳନ — Commixure, junction; union (Apte)
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ସାହଚର୍ଯ୍ୟ — Association (Apte)
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ନୈକଟ୍ୟ — Proximity (Apte)
- ସଂ. ବି (ସମ୍+ସୃଜ ଧାତୁ=ସୃଷ୍ଟି କରିବା, ସହବାସ କରିବା+ଭାବ. ଅ) ସ୍ପର୍ଶ — Contact, touch (Apte)