ସଂସକୃତ Saṁsakṛuta

  • ଗ୍ରା. ବି. (ସଂ. ସଂସ୍କୃତ) — ସଂସ୍କୃତ ଭାଷା — The Sanskrit language
  • ଗ୍ରା. ବି. (ସଂ. ସଂସ୍କୃତ) — [ଉ—ଯେବେ ନ ଥାଇ କୃଷ୍ଣରସ ସେ ସଂସକୃତେ କାର୍ଯ୍ୟ କିସ? ଭୂପତି, ପ୍ରେମ ପଞ୍ଚାମୃତ।]