ଷଠି ଘରା Shaṭhi gharā

  • ଦେ. ବି—(ସଂ. ଷଷ୍ଠୀ ଓ ଗୃହ) — ଶିଶୁର ଜନ୍ମର ଷଷ୍ଠଦିନ ଅନୁଷ୍ଠିତ ଉତ୍ସବ — The festival observed on the 6th day of a child's birth
  • ଦେ. ବି—(ସଂ. ଷଷ୍ଠୀ ଓ ଗୃହ) — [ଉ—ପଞ୍ଚୁଆତି ଷଠିଘର ଉତ୍ସବ ଗଲା, ଏକବିଂଶ ଦିବସ ପ୍ରବେଶ ହୋଇଲା। ବିଶ୍ୱନାଥ—ବିଚିତ୍ର ରାମାୟଣ।]
  • ଦେ. ବି—(ସଂ. ଷଷ୍ଠୀ ଓ ଗୃହ) — [ଦ୍ର—ଏ ଦିନ ଘରେ ପିଠା ଆଦି ପ୍ରସ୍ତୁତ ହୋଇ 7 ଜଣ ଅହ୍ୟ ମାଇପଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ନିବେଦିତ ହୁଏ ଓ ବଣ୍ଟାଯାଏ।] — [ଦ୍ର—ଏ ଦିନ ଘରେ ପିଠା ଆଦି ପ୍ରସ୍ତୁତ ହୋଇ7ଜଣ ଅହ୍ୟ ମାଇପଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ନିବେଦିତ ହୁଏ ଓ ବଣ୍ଟାଯାଏ]
  • ଦେ. ବି—(ସଂ. ଷଷ୍ଠୀ ଓ ଗୃହ) — ଗୃହର ଏକ କୋଠରିରେ (ଅର୍ଥାତ୍ ସୂତିକାଗାରରେ) କାନ୍ଥର ଦେହରେ କାଦୁଅ ଦ୍ୱାରା ଗୋଟିଏ ଚତୁଷ୍କୋଣ ବିଶିଷ୍ଟ କ୍ଷେତ୍ର ବା ଦେବୀ ପୁତ୍ତଳିକା ଛଟାହୋଇ ତହିଁରେ କଉଡ଼ି ମରାଯାଇ ଷଷ୍ଠୀ ଦେବୀଙ୍କ ପୂଜା କରାଯାଏ — The room (the lying-in room) in which a quadrilateral figure or the figure of a Goddess of clay is daubed on the wall and worshipped as the image of Shashṭhī debī