ଷଠି ଚଉଠି ମଙ୍ଗଳବାର Shaṭhi chauṭhi maṅgaḻabāra
- ଦେ. ବି. (ସହଚର) — ସ୍ତ୍ରୀମାନଙ୍କ ଅନୁଷ୍ଠିତ ଭିନ୍ନ ଭିନ୍ନ ଛୋଟଛୋଟ ଉତ୍ସବ (ଯଥା—ଶିଶୁର ଷଠି, ବିବାହର ଚଉଠି ଓ ଚଇତ ମାସ ମଙ୍ଗଳବାର) — Various petty ceremonies and festivals observed by women
- ଦେ. ବି. (ସହଚର) — [ଉ—ତା'ଘରେ ଷଠୀ ଚଉଠୀ ମଙ୍ଗଳବାର ନାହିଁ—ଅର୍ଥାତ୍, ତା ଘରେ ଛୋଟ ଉତ୍ସବସବୁ ହୁଏ ନାହିଁ]