ଷଠି ଉଠିଆରି Shaṭhi uthiāri
- ଦେ. ବି — ଶିଶୁର ଜନ୍ମ ହେବାର 6 ଷ୍ଠ ଦିନ ଓ ଦ୍ୱାଦଶ ଦିନ ମାତା ସ୍ନାନ କରି ଅନ୍ତୁଡ଼ି ଉଠିବା ଦିନଦ୍ୱୟର ଉତ୍ସବ — ଶିଶୁର ଜନ୍ମ ହେବାର6ଷ୍ଠ ଦିନ ଓ ଦ୍ୱାଦଶ ଦିନ ମାତା ସ୍ନାନ କରି ଅନ୍ତୁଡ଼ି ଉଠିବା ଦିନଦ୍ୱୟର ଉତ୍ସବ—The ceremonies done on the 6th and 12th day of a birth