ଷଠି ପୂଜା Shaṭhi pūjā

  • ଦେ. ବି (ସଂ. ଷଷ୍ଠୀପୂଜା) — ଶିଶୁର ଜନ୍ମର ଷଷ୍ଠ ଦିନରେ କର୍ତ୍ତବ୍ୟ ଉତ୍ସବ — The festival done on the 6th day of the birth of a child
  • ଦେ. ବି (ସଂ. ଷଷ୍ଠୀପୂଜା) — ଷଠି ଓଷା (ଦେଖ) — Shaṭhi oshā. (See)