ଷଠି ଚଉଠୀ Shaṭhi chauṭhī

  • ଦେ. ବି—(ସଂ. ଷଷ୍ଠୀ+ଚତୁର୍ଥୀ) — ବିବାହର ଷଷ୍ଠ ଓ ଚତୁର୍ଥ ଦିନର ଉତ୍ସବ — Ceremonies on the 6th and 4th days of marriage
  • ଦେ. ବି—(ସଂ. ଷଷ୍ଠୀ+ଚତୁର୍ଥୀ) — ଜନ୍ମର ଷଠି ଉତ୍ସବ ଓ ବିବାହର ଚଉଠି ଉତ୍ସବ — The 6th day ceremony after a birth and the 4th day celebration after a marriage