ଷଠି ଦିଉଛେଈ Ṡaṭhi diuchheī

  • ଦେ. ବି.—(ସଂ ଷଷ୍ଠୀ ଓ ଦେବୀ) — ଷଷ୍ଠୀ ( 2 ) (ଦେଖ) — ଷଷ୍ଠୀ (2) (ଦେଖ)—Ṡhashṭhī (2) (See)
  • ଦେ. ବି.—(ସଂ ଷଷ୍ଠୀ ଓ ଦେବୀ) — [ଉ—ଷଠିଦିଉଛୀ ତୁହି ହେବୁ, ଅନେକ ପୂଜା ତୁ ପାଇବୁ। ଯଶୋବନ୍ତ—ପ୍ରେମଭକ୍ତି ଗୀତା।]