ଷଠି କୁକଟ Shaṭhi kukaṭa

  • ଦେ. ବି.—(ସହଚର, ସଂ. ଷଷ୍ଠୀ ଓ କୁକ୍କୁଟୀ) — ଷଷ୍ଠୀ ପୂଜା ଓ କୁକ୍କୁଟୀ ବ୍ରତ; ଭାଦ୍ର ଶୁକ୍ଳ ଷଷ୍ଠୀ ଓ ସପ୍ତମୀ ଦିନ ଅନୁଷ୍ଠିତ ବ୍ରତ ଦ୍ୱୟ — The Shaṭhī & Kukkuṭī vows of the Hindus