ଶୋଭାକର Ṡobhākara

  • ସଂ. ବିଣ — (ଉପପଦ ତତ୍, ଶୋଭା+କୃ, ଧାତୁ+ଅ) ଶୋଭନୀୟ; ସୁନ୍ଦର — Beautiful
  • ସଂ. ବିଣ — ଦୀପ୍ତି— ଶାଳୀ — Shining; splendid; smart
  • ସଂ. ବିଣ — ଯାହା ଅନ୍ଯ ବସ୍ତୁରେ ନ୍ୟସ୍ତ ହେଲେ ତହିଁର ଶୋଭା ବଢ଼ାଏ — 3. Ehancing the beauty or grace of a thing
  • ସଂ. ବିଣ — ଶୋଭା କରିବାର ଉପଯୁକ୍ତ — Befitting; becoming
  • ସଂ. ବିଣ — (ପୁଂ ଓ ସ୍ତ୍ରୀ) (ଶୋଭା+ଆକର; 6 ଷ୍ଠୀ ତତ୍) ଶୋଭନୀୟ; ଶୋଭାର ଖଣି ଅତି ଶୋଭାଯୁକ୍ତ — (ପୁଂ ଓ ସ୍ତ୍ରୀ) (ଶୋଭା+ଆକର;6ଷ୍ଠୀ ତତ୍) ଶୋଭନୀୟ; ଶୋଭାର ଖଣି ଅତି ଶୋଭାଯୁକ୍ତ— . very graceful; full of charm
  • ବି — ଶୋଭାମୟ ବସ୍ତୁ — A charming object