ଶୋଭା ଯାତ୍ରା Ṡobhā j̄ātrā

  • ସଂ. ବି (ଆଧୁନିକ ପ୍ରୟୋଗ; ମ. ପ. ଲୋ; ଶୋଭାର୍ଥ ଅନୁଷ୍ଠିତ ଯାତ୍ରା) — ସମାରୋହ (ବାଣ, ନିଶାଣ, ବାଜା, ସାଜସଜ୍ଜାଦି) ସହିତ ବହୁ ଲୋକଙ୍କର ଶୃଙ୍ଖଳା— ବଦ୍ଧ ଗମନ — A grand procession