ଶୋଭାଙ୍ଗୀ Ṡobhāṅgī

  • ଦେ. ବିଣ. ସ୍ତ୍ରୀ (ସଂ. ଶୋଭନାଙ୍ଗୀ) — ରୂପବତୀ; ସୁଦୃଶ୍ୟ; ସୁଷମାଯୁକ୍ତା — Beautiful; graceful; charming
  • ଦେ. ବିଣ. ସ୍ତ୍ରୀ (ସଂ. ଶୋଭନାଙ୍ଗୀ) — (ଉ—କଲ୍ୟାଣ କଲେ ସେ ଉଲ୍ଲାସେ ହୁଅ ତୁ ସୁଭାଗୀ ତାହାର ଶୋଭାଙ୍ଗୀ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ)।