ଶୋଭାକାରି Ṡobhākāri

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — (ସଂ. ଶୋଭାକର) ଶୋଭାକର — Charming; beautiful
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — [ଉ— ତୋ ପଦ ତୋତେ ଶୋଭାକାର। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ]
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — [ଦ୍ର— ଏହା ଉଭୟ ଲିଙ୍ଗରେ ବ୍ଯବହୃତ ହୁଏ। ଯଥା— ତାକୁ ଗୋଟିଏ ଶୋଭାକାର କନ୍ଯା ମିଳିଗଲା।