ଶୋଭାଞ୍ଜନ Ṡobhān̄jana
- ସଂ. ବି (ବୈଦ୍ଯକ) — (ବହୁବ୍ରୀହି, ଶୋଭା ହୋଇଅଛି ଅଞ୍ଜନ=ନେତ୍ର ରଞ୍ଜନ ଉଜ୍ଜ୍ୱଳ ପରି ରଞ୍ଜକ ଯାହାର; ଶୋଭା=ସୁନ୍ଦର ଅଞ୍ଜନ ହୁଏ ଯହିଁରୁ; ଏଗଛର କୋମଳ ପତ୍ରରୁ ନେତ୍ର ହିତକର ଅଞ୍ଜନ ତିଆରି ହୁଏ।) ଶିଗ୍ରୁ; ଶଜନା ଗଛ — The horse radish tree— Hyperanthera Moringa
- ସଂ. ବି (ବୈଦ୍ଯକ) — [ଦ୍ର—ଶ୍ୟାମ ବା ନୀଳ ଶ୍ୱେତ ଓ ରକ୍ତ ଭେଦରେ ଏହା 3 ପ୍ରକାର। ଶଜନା ତଳେ ନୋଟ ଦେଖ।] — [ଦ୍ର—ଶ୍ୟାମ ବା ନୀଳ ଶ୍ୱେତ ଓ ରକ୍ତ ଭେଦରେ ଏହା3ପ୍ରକାର ଶଜନା ତଳେ ନୋଟ ଦେଖ]