ଶୋଭାଞ୍ଜନ ଫଳ Ṡobhān̄jana phaḻa

  • ସଂ. ବି — ଶଜନା ଛୁଇଁ — The pods of the moringa tree
  • ସଂ. ବି — [ଦ୍ର—ବୈଦ୍ଯକ ମତରେ ଏହା ମଧୁରକଷାୟରସ; ଅଗ୍ନିଦୀପକ, କଫ, ପିତ୍ତ, ଶୂଳ, କୁଷ୍ଠ, କ୍ଷୟ ଓ ଶ୍ୱାସ ବିନାଶକ।]