ଶୋଭାଞ୍ଜନ ପୁଷ୍ପ Ṡobhān̄jana pushpa

  • ସଂ. ବି — ସଜନା ଫୁଲ — The flowers of the moringa tree
  • ସଂ. ବି — [ଦ୍ର— ବୈଦ୍ୟଶାସ୍ତ୍ର ମତରେ ଏହା କଟୂରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ସ୍ନାୟୁଶୋଥ କାରକ ଏବଂ କୃମି, କଫ, ବାୟୁ, ବିଦ୍ରଧି, ପ୍ଳିହା ଓ ଗୁଳ୍ମନିବାରକ। ରକ୍ତ ଶଜନାଫୁଲ ଚକ୍ଷୁର ହିତକର ଓ ରକ୍ତପିତ୍ତ ପ୍ରସାଦକ।]