ଶିରପେଚ Ṡirapecha
- ବୈଦେ. ବି (ଫା. ସରପେଚ) — ଶିରୋବେଷ୍ଟନ; ପଗଡ଼ି; ଉଷ୍ଣୀଷ — Turban
- ବୈଦେ. ବି (ଫା. ସରପେଚ) — ପଗଡ଼ିର ସମ୍ମୁଖରେ ବନ୍ଧାଯିବା ମଣି ମୁକ୍ତା ଖଚିତ ଅଳଙ୍କାର ବିଶେଷ — An ornament attached to the front of a turban
- ବୈଦେ. ବି (ଫା. ସରପେଚ) — [ଉ—ଶିରପେଞ୍ଚ ଯାହା କିଛି ଦିନ ଅନ୍ତେ, ତରଳେ କରକା ପ୍ରାୟେ କାଳ ଦନ୍ତେ। ରାଧାନାଥ—ଦରବାର।]