ଶିରପା ବନ୍ଧାଇବା Ṡirapābandhāibā

  • ଦେ. କ୍ରି — (କୌଣସି ବ୍ଯକ୍ତି) ରାଜାଙ୍କ ଠାରୁ ଉପାଧି ଆଦି ପାଇବା — To get a title of honour from a Rājā
  • ଦେ. କ୍ରି — (ଲକ୍ଷଣାର୍ଥ) ବାହାଦୁରୀ ବା ପ୍ରଶଂସା ପାଇବା — (figurative) To be praised; to be given credit