ଶିରପେଚ କଲି Ṡirapecha kali

  • ଦେ. ବି (ବଣିଆ ଶବ୍ଦ) — ପୁରୁଷମାନେ ମୁଣ୍ଡରେ ପଗଡ଼ି ବାନ୍ଧି ପଗଡ଼ିର ଆଗ ପାଖରେ ଲଗାଇଥିବା ପ୍ରସ୍ତର ଖଚିତ ଅଳଙ୍କାର — An ornament consisting of gems worn on the turban on its front