ଶିରପା ବାନ୍ଧିବା Ṡirapā bāndhibā
- ଦେ. କ୍ରି — ଉପାଧି ପ୍ରାପ୍ତ ବା ଉତ୍ତରାଧୀକାରୀ ରୂପେ ରାଜାଙ୍କଦ୍ୱାରା ସ୍ୱୀକୃତ ବା ପୋଷ୍ୟପୁତ୍ରରୂପେ ସ୍ୱୀକୃତ ବ୍ଯକ୍ତିର ମୁଣ୍ଡରେ 'ଶିରପା' ବାନ୍ଧିବା — To tie a turban round the head of a person on whom a king bestows a title or whom the Raja recognises as an heir or heir apparent to a person
- ଦେ. କ୍ରି — (ଲକ୍ଷଣାର୍ଥ) ପୁରସ୍କାର ଦେବା — (figurative) To reward