ଶିରପାଳିଆ Ṡira pāḻiā
- ଦେ. ବି — ପାଲାବାଲାଙ୍କ ଦଳ ମଧ୍ୟରୁ ଗାୟକ ଦଳରେ ଯେଉଁ ବ୍ଯକ୍ତି ଗାୟକ ସଙ୍ଗେ ଗୀତ ଆଦି ବୋଲେ ଓ ପାଳି ଧରେ — A person who seconds the singer in a party of pālā chanters
- ଦେ. ବି — [ଦ୍ର—ପାଲାବାଲା 2 ଦଳରେ ବିଭକ୍ତ ହୁଅନ୍ତି। 1 । ଗାୟକ ଦଳ ଓ 2 । ବାୟକ ଦଳ। ଗାୟକ ଦଳରେ 2 ଜଣ, ଯଥା: ଗାୟକ ଓ ଶିରପାଳିଆ ଓ ବାୟକ ଦଳରେ ଜଣେ ମୃଦଙ୍ଗ ବଜାଏ ଓ 2 ଜଣ ଝାଞ୍ଜ ବଜାନ୍ତି ଏବଂ ଗାୟକଙ୍କ ବୋଲିବା ପଦମାନଙ୍କ ଶିରପାଳିଆ ପୁନରାବୃତ୍ତି କରେ।] — [ଦ୍ର—ପାଲାବାଲା2ଦଳରେ ବିଭକ୍ତ ହୁଅନ୍ତି1 ଗାୟକ ଦଳ ଓ2 ବାୟକ ଦଳ ଗାୟକ ଦଳରେ2ଜଣ, ଯଥା: ଗାୟକ ଓ ଶିରପାଳିଆ ଓ ବାୟକ ଦଳରେ ଜଣେ ମୃଦଙ୍ଗ ବଜାଏ ଓ2ଜଣ ଝାଞ୍ଜ ବଜାନ୍ତି ଏବଂ ଗାୟକଙ୍କ ବୋଲିବା ପଦମାନଙ୍କ ଶିରପାଳିଆ ପୁନରାବୃତ୍ତି କରେ]