ଶିରଃପୀଡ଼ା Ṡiraḥpiṟḍ̠ā
- ସଂ. ବି ( 6 ଷ୍ଠୀ ତତ୍) — ମୁଣ୍ଡବଥା; ମୁଣ୍ଡବିନ୍ଧା — Headache
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ମୁଣ୍ଡବୁଲା, ମୁଣ୍ଡବିନ୍ଧା ଆଦି ସବୁପ୍ରକାର ପୀଡ଼ାକୁ ଶିରଃପୀଡ଼ା ବୋଲାଯାଏ, କିନ୍ତୁ ମୁଣ୍ତବିନ୍ଧା ଓ ଅଧାକପାଳୀ ବଥାକୁ ଶିରଃଶୂଳ କୁହାଯାଏ। ଆୟୁର୍ବେଦରେ 11 ପ୍ରକାର ଓ ୟୁନାନୀରେ 19 ପ୍ରକାର ଶିରଃପୀଡ଼ାର ବର୍ଣ୍ଣନା ଅଛି। ପରନ୍ତୁ କେହି କେହି 21 ପ୍ରକାର କହନ୍ତି। ଆୟୁର୍ବେଦ ମତରେ ବାତଜ, ପିତ୍ତଜ, କଫଜ, ସନ୍ନିପାତଜ, ରକ୍ତଜ କ୍ଷୟଜ, କୃମିଜ, ସୂର୍ଯ୍ୟାବର୍ତ୍ତ, ଅନନ୍ତବାତ, ଅର୍ଦ୍ଧାବ ଭେଦକ ଓ ଶଙ୍ଖକ, ଏହି 11 ପ୍ରକାର ଶିରଃପୀଡ଼ା ଅଟେ।] — [ଦ୍ର—ମୁଣ୍ଡବୁଲା, ମୁଣ୍ଡବିନ୍ଧା ଆଦି ସବୁପ୍ରକାର ପୀଡ଼ାକୁ ଶିରଃପୀଡ଼ା ବୋଲାଯାଏ, କିନ୍ତୁ ମୁଣ୍ତବିନ୍ଧା ଓ ଅଧାକପାଳୀ ବଥାକୁ ଶିରଃଶୂଳ କୁହାଯାଏ ଆୟୁର୍ବେଦରେ11ପ୍ରକାର ଓ ୟୁନାନୀରେ19ପ୍ରକାର ଶିରଃପୀଡ଼ାର ବର୍ଣ୍ଣନା ଅଛି ପରନ୍ତୁ କେହି କେହି21ପ୍ରକାର କହନ୍ତି ଆୟୁର୍ବେଦ ମତରେ ବାତଜ, ପିତ୍ତଜ, କଫଜ, ସନ୍ନିପାତଜ, ରକ୍ତଜ କ୍ଷୟଜ, କୃମିଜ, ସୂର୍ଯ୍ୟାବର୍ତ୍ତ, ଅନନ୍ତବାତ, ଅର୍ଦ୍ଧାବ ଭେଦକ ଓ ଶଙ୍ଖକ, ଏହି11ପ୍ରକାର ଶିରଃପୀଡ଼ା ଅଟେ]