ରାଣ୍ଡୀ Rāṇḍī

  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — ରାଣ୍ଡ; ବିଧବା — Widow
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — [ଉ—ତୁମ୍ଭ କୁଳନାରୀଏ ହୋଇ କରି ରାଣ୍ଡୀ, ଆମ୍ଭପରି କାନ୍ଦିବେ ହୋଇଣ ଦରାଣ୍ଡି। କୃଷ୍ଣସିଂହ, ମହାଭାରତ, ସ୍ତ୍ରୀ।]
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — ବେଶ୍ୟା — Prostitute
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — ରକ୍ଷିତା ସ୍ତ୍ରୀ — A concubine
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — ସ୍ତ୍ରୀ ଲୋକଙ୍କ ପ୍ରତି ଗାଳି ବିଶେଷ — A term of abuse applied to women
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — [ଉ—ବୋଇଲା ମୋ ଘରେ ଥାଇଲୋ ସୀତା ରାଣ୍ଡୀ, ଖାଇଲୁ ରାକ୍ଷସମାନଙ୍କ ଭେଣ୍ଡା ଗଣ୍ଡି। କୃଷ୍ଣସିଂହ, ମହାଭାରତ, ବନ]
  • ଦେ. ବି. ସ୍ତ୍ରୀ (ସଂ. ରଣ୍ଡା) — ଆଶ୍ରୟହୀନା ବିଧବା — Helpless widow