ରାଣ୍ଡର କିଆଁ ଆଇଁଷରେ ଚିନ୍ତା Rāṇḍara kiāñ āiñshare chintā
- ଦେ. ଢଗ — (ବିଧବା ସ୍ତ୍ରୀ ପକ୍ଷରେ ଆମିଷ ଭୋଜନ ନିଷିଦ୍ଧ। ଏପରି ସ୍ଥଳରେ ବିଧବାର ଆମିଷ ସମ୍ବନ୍ଧୀୟ ଚିନ୍ତା କରିବା ଆବଶ୍ୟକ ନାହିଁ। ଯେଉଁ ବିଷୟରେ କାହାରି ସ୍ୱାର୍ଥ ବା ସମ୍ପର୍କ ନ ଥାଏ ସେ ବିଷୟ ସେ ଚର୍ଚ୍ଚା କଲେ ଏ ପ୍ରବଚନ ବୋଲାଯାଏ)—ନିଜର ସମ୍ପର୍କ ବା ସ୍ୱାର୍ଥ ନ ଥିବା ବିଷୟରେ ଚିନ୍ତା କରିବା — A saying applied to a person taking interest in a matter in which he has no concern (like a widow taking interest in animal food which is a prohibited food to her)