ରାଣ୍ଡିଆ Rāṇḍ̠iā

  • ଦେ. ବିଣ. ପୁଂ. — ବେଶ୍ୟା ବା ରାଣ୍ଡ ସହିତ ସହବାସକାରୀ; ବେଶ୍ୟାସକ୍ତ — Habitually visiting prostitutes
  • ଦେ. ବିଣ. ପୁଂ. — ଯେଉଁ ବ୍ଯକ୍ତି ବେଶ୍ୟା ବା ରାଣ୍ଡ ରଖିଥାଏ — Entertaining a prostitute as his mistress
  • ଦେ. ବିଣ. ପୁଂ. — ବାଞ୍ଝ (ଗଛ) — Barren (tree)
  • ପ୍ରାଦେ (ଜୟପୁର) — ଯାହାର ଭାରିଯା ମରିଯାଇଅଛି; ମୃତଦାର — Having one's wife dead
  • (ସମ୍ବଲପୁର) ବିଣ — ପୁରୁଷତ୍ୱବିହୀନ — Bereft of manhood or potency