ରାଣ୍ଡୀ ଝୁଅ Rāṇḍī jhua
- ଦେ. ବି. (ଗାଳି) — ବିଧବାର ବୈଧବ୍ୟାବସ୍ଥାରେ ଉତ୍ପାଦିତା କନ୍ଯା — 2. A daughter conceived by a woman during her widowhood
- ଦେ. ବି. (ଗାଳି) — ନିରାଶ୍ରୟା ବିଧବାର କନ୍ଯା — The daughter of a helpless widow
- ଦେ. ବି. (ଗାଳି) — ନିରାଶ୍ରୟା ବିଧବା କନ୍ଯା — A helpless and widow daughter