ରାଣ୍ଡୀ ଝିଅ Rāṇḍī jhia

  • ଦେ. ବି. (ଗାଳି) — ବିଧବାର ବୈଧବ୍ୟାବସ୍ଥାରେ ଉତ୍ପାଦିତା କନ୍ଯା — 2. A daughter conceived by a woman during her widowhood
  • ଦେ. ବି. (ଗାଳି) — ନିରାଶ୍ରୟା ବିଧବାର କନ୍ଯା — The daughter of a helpless widow
  • ଦେ. ବି. (ଗାଳି) — ନିରାଶ୍ରୟା ବିଧବା କନ୍ଯା — A helpless and widow daughter