ରାଣ୍ଡର ପୁଅ Rāṇḍara pua

  • ଦେ. ବି. (ଗାଳି) — ନିରାଶ୍ରୟା ବିଧବାର ସନ୍ତାନ, ବିଧବା ସ୍ତ୍ରୀର ଅବୈଧ ସନ୍ତାନ — Child of a poor widow or a child conceived during widowhood