ରାଣ୍ଡୀ ପୁଅ ଅନନ୍ତା Rāṇḍī pua anantā
- ଦେ. ବି. — କାହାଣୀରେ କଥିତ ବିଧବା ବ୍ରାହ୍ମଣୀର ଏକମାତ୍ର ଅଯୋଗ୍ୟ ସନ୍ତାନ — Name of a widow's only son who is a loafer
- ଦେ. ବି. — ଯେଉଁ ଲୋକର ଘରେ ପୋଷ୍ୟବର୍ଗ କେହି ନ ଥିବାରୁ ସେ ନିଶ୍ଚିନ୍ତ ହୋଇ ବୁଲୁଥାଏ — A loafer having no family to maintain