ରତ୍ନଗଡ଼ Ratnagaṟḍ̠a

  • ଦେ. ବି. (ନାମ) — ବିକାନିର୍ ନଗରର ପୂର୍ବରେ ଓ ବିକାନିର୍ ରାଜ୍ୟରେ ଥିବା ଗୋଟିଏ ନଗର ଓ ରେଳ ଷ୍ଟେସନ — Name of a town and Ry. station in the Bikaner State)
  • ଦେ. ବି. (ନାମ) — [ଦ୍ର—ବିକାନିର୍ ରାଜଧାନୀ ସଙ୍ଗେ ଏ ନଗର ରେଲ ଦ୍ୱାରା ଯୁକ୍ତ ହୋଇଅଛି ଏବଂ ଏହିଠାରୁ ଗୋଟିଏ ଶାଖା ଲାଇନ୍ ଉତ୍ତରକୁ ସର୍ଦ୍ଦାର ସହରଠାକୁ ଯାଇଅଛି।