ରତ୍ନ ସିଂହାସନ Ratna siṁhāsana

  • ସଂ. ବି (ମ. ପ. ଲୋ) — ମଣିମାଣିକ୍ୟଖଚିତ ସିଂହାସନ — A thorne set with gems
  • ଦେ. ବି — ମନ୍ଦିର ମଧ୍ୟରେ ଯେଉଁ ବେଦି ଉପରେ ଦେବବିଗ୍ରହ ସ୍ଥାପିତ ଥାଆନ୍ତି — An alter inside a temple where the image is set up