ରତ୍ନ ସାନୁ Ratna sānu

  • ସଂ. ବି. (ବହୁବ୍ରୀହି, ରତ୍ନନିର୍ମିତ ସାନୁ=ତଟଦେଶ ଯାହାର) — ମେରୁ ଗିରି; ସୁମେରୁ ପର୍ବତ — The mythological golden mountain to the north of the Himalayas
  • ସଂ. ବି. (ବହୁବ୍ରୀହି, ରତ୍ନନିର୍ମିତ ସାନୁ=ତଟଦେଶ ଯାହାର) — [ଉ—ବିରାଜେ ତିଥି ମଧ୍ୟରେ ଦାଶରଥି, ଶୋଭା ରତ୍ନସାନୁ ରମ୍ୟ ସେ। ଭଞ୍ଜ. ବୈଦେହିଶବିଳାସ।]