ରତ୍ନଚୁଡ଼ Ratnachuṟḍ̠a

  • ଦେ. ବି (ବଣିଆ ଶବ୍ଦ) — ହାତର ମଣିବନ୍ଧ, ପାପୁଲି ଓ ପାଞ୍ଚ ଆଙ୍ଗୁଠି ଏ ସମସ୍ତ ଅଂଶ ଆବୃତ କରିବା ଭଳି ସୁନାର ଅଳଙ୍କାର ବିଶେଷ — A gold ornament to cover the wrist, palm and the five fingers
  • ସଂ. ବିଣ. ପୁଂ — (ବହୁବ୍ରୀହି; ରତ୍ନ+ଚୂଡ଼ା)—ଯାହାର ଚୂଡ଼ାରେ ରତ୍ନ ଅଛି — Having gems on the peak or head
  • ସଂ. ବିଣ. ପୁଂ — [ରତ୍ନ ଜଡ଼(ଡ଼ା)ଉ—ଦେ. ବିଶେଷ୍ୟ ରୂପ]