ରତ୍ନଗିରି Ratnagiri
- ସଂ. ବି — ରତ୍ନକୁଟ (ଦେଖ) — Ratnakuṭa (See)
- ଦେ. ବି — ଦକ୍ଷିଣଭାରତର ବୋମ୍ବେ ପ୍ରଦେଶର ଗୋଟିଏ ରାଜ୍ୟ ବା ଜମିଦାରୀ — Ratnagiri; a zamindari (estate) in the Bombay Presidency
- ଦେ. ବି — [ଦ୍ର—ଏହାର ରାଜଧାନୀ ରତ୍ନଗିରି ମାଲବାର ଉପକୂଳସ୍ଥ ଆରବ ସାଗରର ଗୋଟିଏ ବନ୍ଦର ଅଟେ।]