ରତ୍ନଚିରା Ratnachirā
- ଦେ. ବି. ସ୍ତ୍ରୀ — ପୁରୀ ଜିଲ୍ଲାର ସତ୍ୟବାଦୀ (ସାକ୍ଷିଗୋପାଳ) ନିକଟ ଦେଇ ବହି ଯାଉଥିବା ଗୋଟିଏ କ୍ଷୁଦ୍ର ନଦୀ — Name of a small river flowing by the village Sakhigopal in the Puri district
- ଦେ. ବି. ସ୍ତ୍ରୀ — [ଦ୍ର—ଏହାର ଗର୍ଭ କ୍ରମଶଃ ପୋତି ହୋଇ ଅନେକ ସ୍ଥାନରେ ଖରାଦିନେ ଶୁଖିଲା ରହେ।]
- ଦେ. ବି. ସ୍ତ୍ରୀ — (ଉ—ରତ୍ନଚିରା ତୀରେ ବିରାଜନ୍ତି ଆଜ ବୀର ରତ୍ନପୁର—ଜେତା— ରାଧାନାଥ. ପାର୍ବତୀ।)