ରତ୍ନପୁର Ratnapura
- ଦେ. ବି — ମଣିପୁଞ୍ଜ — A cluster of gems
- ଦେ. ବି — ଦେଶ ବିଶେଷ — Name of a country
- ଦେ. ବି — [ଉ—ବିଭୂଷଣ ରତ୍ନପୁର ଶ୍ରୀ ନଗର, ବିଶାଳରେ କରିଅଛି ସେ ଆଦର। ଭଞ୍ଜ. ବୈଦେହିଶବିଳାସ।]
- ଦେ. ବି — ଲଙ୍କାର ଗୋଟିଏ ନଗର — Ratnapura, a town in Ceylon
- ଦେ. ବି — [ଦ୍ର—ଏହା ଲଙ୍କା ଦ୍ୱୀପର ଦକ୍ଷିଣ ପଶିମାଂଶରେ ମଧ୍ୟପ୍ରଦେଶରେ ଗୋଟିଏ ନଗର ଓ ରେଳ ଷ୍ଟେସନ୍)
- ଦେ. ବି — ଭାରତର ମଧ୍ୟପ୍ରଦେଶରେ ବିଳାସପୁରର ଉତ୍ତରରେ ଥିବା ଗୋଟିଏ ନଗର — Ratanapur, a town the Central Provinces of India