ରତ୍ନଗର୍ଭା Ratnagarbhā
- ସଂ. ବିଣ. ସ୍ତ୍ରୀ(ରତ୍ନଗର୍ଭ+ଆ) — ସତ୍ପୁତ୍ରବତୀ; ସୁସନ୍ତାନବତୀ — Mother of excellent or worthy children
- ସଂ. ବିଣ. ସ୍ତ୍ରୀ(ରତ୍ନଗର୍ଭ+ଆ) — ରତ୍ନ ଗର୍ଭର ସ୍ତ୍ରୀଲିଙ୍ଗ — Feminine of Ratnagarbha
- ସଂ. ବି. ସ୍ତ୍ରୀ — ବସୁମତୀ; ପୃଥିବୀ — The earth (containing mines of gems)