ମାଳବକ Māḻabaka

  • ସଂ. ବିଣ (ମାଳବ+କ) — ମାଳବ ଦେଶ ସମ୍ବନ୍ଧୀୟ — Relating to Mālwa country
  • ସଂ. ବି — ମାଳବବାସୀ ବ୍ଯକ୍ତି — An inhabitant of Mālwa