ମାଳଭୂମ Māḻabhūma

  • ଦେ. ବି. (ସଂ. ମଲ୍ଲଭୂମି; କିମ୍ବା ମାଳ ଭୂମି) — ପଶ୍ଚିମ ବଙ୍ଗର ପାର୍ବତ୍ୟ ଦେଶ ବିଶେଷ — Name of a hilly tract in west Bengal
  • ଦେ. ବି. (ସଂ. ମଲ୍ଲଭୂମି; କିମ୍ବା ମାଳ ଭୂମି) — [ଦ୍ର—ଏହା ନେପାଳର ପୂର୍ବରେ ଅବସ୍ଥିତ—ହି. ଶ]