ମାଳଶ୍ରୀ କରିବା Māḻaṡrī karibā
- ଦେ. କ୍ରି — କୌଣସି କଥାକୁ ଉପର୍ଯ୍ଯୁପରି କହିବା ବା ଘୋଷି ହେବା — To recite a matter repeatedly
- ଦେ. କ୍ରି — [ଦ୍ର—ଜଣେ ବ୍ଯକ୍ତି କୌଣସି ବିଷୟକୁ ବାରଂବାର ପାଟି କରି କହିଲେ ବା ଝୁରି ହେଲେ କହନ୍ତି, ଅମୁକ ଲୋକ ଅମୁକ ବିଷୟକୁ ମାଳଶ୍ରୀ କରିଛି ବା ହରିଗୁଣ ପୋଥି କରିଛି।]