ମାଳବିକା Māḻbikā
- ସଂ. ବି. ସ୍ତ୍ରୀ (ନାମ) — କାଳିଦାସଙ୍କର 'ମାଳବିକାଗ୍ନିମିତ୍ର' ନାମକ ନାଟକର ନାୟିକା — The heroine in the drama of Kalidasa, named Māḻabikāgnimitra
- ସଂ. ବି. ସ୍ତ୍ରୀ (ନାମ) — ତ୍ରିବୃତ୍; ବିହୁଡ଼ି (ଔଷଧିବିଶେଷ) — A creeper with laxative roots; Operculina Turpethum; Ipomoea Turpethum