ମାଳବ ଗୌଡ଼ Māḻaba ga̲u̲ṟḍ̠a

  • ସଂ. ବି (ସଂ. ମାଳବ+ଗୌଡ଼) — ମିଶ୍ରରାଗିଣୀ ବିଶେଷ — Name of a mixed musical air which sung in the evening
  • ସଂ. ବି (ସଂ. ମାଳବ+ଗୌଡ଼) — [ଦ୍ର—ଏହା ଷାଡ଼ବ ଜାତିର ସଙ୍କର ରାଗ; ଏଥିରେ ପଞ୍ଚମସୁର (ପ) ଲାଗେ ନାହିଁ; ଏଥିରେ ସୁର— ଗ୍ରାମ ମଧନିସରିଗମ। ବୀରରସରେ ଏଥିର ଉପଯୋଗ କରାଯାଏ; ଏହା ଗାଇବା ସମୟ ସାୟଂକାଳ—ହି. ଶ]