ମାଳବ ଶ୍ରୀ Māḻba ṡrī

  • ସଂ. ବି — ଶ୍ରୀ ରାଗର ରାଗିଣୀବିଶେଷ — Name of secondary musical air
  • ସଂ. ବି — [ଦ୍ର—ମତାନ୍ତରରେ ଏହା ମାଳବ ରାଗର ରାଗିଣୀ। ଏଥିର ଗାନ ସମୟ ସାୟଂକାଳ—ହି. ଶ.।]